34.1 C
Bhubaneswar
Friday, September 20, 2024
Homeଓଡିଶାଲୋକ ଦେଖାଣିଆ ଚାଉଳ ସଂଗ୍ରହ - ପ୍ରତାପ ଷଡଙ୍ଗୀ

ଲୋକ ଦେଖାଣିଆ ଚାଉଳ ସଂଗ୍ରହ – ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ଟାର୍ଗଟ କରି ବର୍ଷିଲେ ସାଂସଦ ପ୍ରତପ ଷଡଙ୍ଗୀ । ଜଗନ୍ନାଥ ଟ୍ରେଡ୍ ମର୍କ ଭାବେ ବ୍ୟବହାର କରୁଛି ବିଜେଡି ବୋଲି କହିଲେ । ନାଟକରେ ରାଜ୍ୟ ସରକାରଙ୍କୁ ଓସ୍କାର ମିଳିବା କଥା । ମୋଦିଙ୍କୁ ସବୁ କଥାର ଅନୁସରଣ କରୁଛନ୍ତି,କେବେ ସଫଳ ହେବେନି । ଓଡିଶା ସରକାର ମନ ଇଚ୍ଛା ରାଜକୋଷାରୁ ଟଙ୍କା ଖର୍ଚ୍ଚ କରୁଛନ୍ତି । ରାମ ମନ୍ଦିରରେ ସରକାରୀ ଅର୍ଥ ଖର୍ଚ୍ଚ ହୋଇନି କହିଲେ ପ୍ରତାପ । ଲୋକ ଦେଖାଣିଆ ଚାଉଳ ସଂଗ୍ରହ ହେଲା, ପୁରୀକୁ ଯିବାକୁ ନୁହେଁ । ଜଗନ୍ନାଥ ସଂସ୍କୃତି ସହ ଖେଳ ଚାଲିଛି, ଭୋଟ ରାଜନୀତି କରୁଛି ବିଜେଡି ବୋଲି କହିଲେ ପ୍ରତାପ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking