22.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶସିଏନଜି ଓ ଏଲପିଜି ଟ୍ରକ ଧକ୍କା: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ସିଏନଜି ଓ ଏଲପିଜି ଟ୍ରକ ଧକ୍କା: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ରାଜସ୍ଥାନ: ସିଏନଜି ଓ ଏଲପିଜି ଟ୍ରକ ଧକ୍କାରେ ମୃତ୍ୟୁ ସଂଖ୍ୟା ୧୪ । ସିଏନଜି ଓ ଏଲପିଜି ଟ୍ରକ ଧକ୍କା ପରେ ବିସ୍ଫୋରଣରୁ ନିଆଁ ବ୍ୟାପିଥିଲା । ଭାନକ୍ରୋଟା ସ୍ଥିତ ଏକ ପେଟ୍ରୋଲ ପମ୍ପ ସାମ୍ନାରେ ବିସ୍ଫୋରଣ । ୩୦ ରୁ ଅଧିକ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁଯାଇ, ଜୟପୁରର ଅଜମେର ରାସ୍ତାରେ ଭାନକ୍ରୋଟା ପେଟ୍ରୋଲ ପମ୍ପ ନିକଟରେ ଏକ ଏଲପିଜି ଏବଂ ସିଏନଜି ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୧ ଜଣ ଆହତ ହୋଇଥିଲେ । ତେବେ ଗତକାଲି ଏହି ଦୁର୍ଘଟଣା ଘଟିଥିବା ବେଳେ , ଆଜି ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି ଘଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking