28.9 C
Bhubaneswar
Thursday, April 9, 2026
Homeଓଡିଶାକଳିଙ୍ଗ ବାଲିଯାତ୍ରା ଉଦଘାଟନ କରିବେ ସିଏମ

କଳିଙ୍ଗ ବାଲିଯାତ୍ରା ଉଦଘାଟନ କରିବେ ସିଏମ

ଭୁବନେଶ୍ୱର: କଳିଙ୍ଗ ବାଲିଯାତ୍ରା ଉଦଘାଟନ କରିବେ ସିଏମ । ପାରାଦୀପ କଳିଙ୍ଗ ବାଲିଯାତ୍ରା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଜ୍ୟପାଳ ହରିବାବୁ କମ୍ଭମ ପାଟି । ଏନେଇ ସୂଚନା ଦେଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ନଭେମ୍ବର ୪ରୁ ୧୦ ତାରିଖ ଯାଏ ଆୟୋଜିତ ହେବ କଳିଙ୍ଗ ବାଲିଯାତ୍ରା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking