27.1 C
Bhubaneswar
Tuesday, July 8, 2025
Homeଓଡିଶା୨ ଦିନରେ ବିଶୋଧନ ସରିବ: ମନ୍ତ୍ରୀ

୨ ଦିନରେ ବିଶୋଧନ ସରିବ: ମନ୍ତ୍ରୀ

ଭୁବନେଶ୍ୱର: ଡାଇରିଆ ସ୍ଥିତିକୁ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତତ୍ପରତା ଦେଖାଇଛି ।  ୩୦ ଜିଲ୍ଲାର ୯୮ ପ୍ରତିଶତ ପାନୀୟ ଜଳ ବିଶୋଧନ କରିସାରିଲାଣି  ବିଭାଗ । ୨ ଦିନ ମଧ୍ୟରେ  ସମସ୍ତ ପାନୀୟ ବିଶୋଧନ କାମ ସରିବ କହିଲେ ମନ୍ତ୍ରୀ । ୫ ଲକ୍ଷ  ୪୦ ହଜାର ଟ୍ୟୁବେଲ, ୧୫ ହଜାର ଓଏସଟି ବିଶୋଧନ ହୋଇଛି ।  ୨୧ ହଜାର ବୋରୱେଲ ସହ ଘରୋଇ ଓପନ ୱେଲ ବିଶୋଧନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking