31.1 C
Bhubaneswar
Monday, October 21, 2024
Homeଓଡିଶାବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା: ମିଳିଲା ବିଜୟିନୀ ମା' ର ପରିଚୟ

ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା: ମିଳିଲା ବିଜୟିନୀ ମା’ ର ପରିଚୟ

ସମ୍ବଲପୁର: ରେଙ୍ଗାଲି ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା । ସୂଚନା ମୁତାବକ, ଗତକାଲି ତାର ଏକୋଇଶିଆ ହୋଇ ନାଁ ରଖାଯାଇଥିଲା ବିଜୟିନୀ ।ଉଦ୍ଧାର ଶିଶୁକନ୍ୟାର ମଆଙ୍କ ପରିଚୟ ମିଳିଥିବା କହିଲେ ଏସପି । ମହିଳା ସ୍ଥାନୀୟ ଅଂଚଳର, ମାନସିକ ଅବସ୍ଥା ଠିକ୍ ନଥିବା ସୂଚନା । ମହିଳା ଜଣଙ୍କ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଥିବା ସୂଚନା ରହିଛି । ମହିଳାଙ୍କ ଏହା ୨ୟ ସନ୍ତାନ ଥିବା ନେଇ ବି ଖବର ସାମ୍ନାକୁ ଆସିଛି । ବୋୱେଲରୁ ଉଦ୍ଧାର ପରେ ଏବେ ଝିଅଟି ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking