26.1 C
Bhubaneswar
Friday, June 27, 2025
Homeଓଡିଶାପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ  ମୋହନ ମାଝୀ । ସ୍ନାନମଣ୍ଡପରେ ପହଣ୍ଡି ବିଜେ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ମଙ୍ଗଳ ଆଳତୀ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏକ ଘଣ୍ଟାରୁ ଅଧିକ ସମୟ ରହିଲେ ମୁଖ୍ୟମନ୍ତ୍ରୀ ।  ନୀତିକାନ୍ତି ସମୟ ଅନୁସାରେ କାମ ଚାଲିଛି ।  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାଯ୍ୟ ଠିକ ଭାବେ ଚାଲିଛି କହିଛନ୍ତି  ମୁଖ୍ୟମନ୍ତ୍ରୀ ।  ଆଜି ସ୍ନାନ ପୂଣ୍ଣିମାରେ  ଠାକୁର ସ୍ନାନ କରିବେ ।  ଦେହକୁ ଶୀତଳ କରିବେ ।  ସମସ୍ତଙ୍କ ମନରେ ଗୋଟିଏ ଭାବନା ।  ଏନେଇ ଜନସମୁଦ୍ର ହୋଇଯାଇଛି ବଡଦାଣ୍ଡ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking