25.1 C
Bhubaneswar
Monday, December 8, 2025
Homeଓଡିଶାଛାତିରେ ଯନ୍ତ୍ରଣା: ୧୩ ଛାତ୍ରୀ ଅସୁସ୍ଥ

ଛାତିରେ ଯନ୍ତ୍ରଣା: ୧୩ ଛାତ୍ରୀ ଅସୁସ୍ଥ

ସୋର: ସୋରରୁ ସମ୍ନାକୁ ଆସିଛି ଏକ ବଡ ଅଘଟଣର ଖବର । ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ୧୩ ଛାତ୍ରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବାହାନଗା ବ୍ଲକ ନିଗମାନନ୍ଦ ସ୍ମୃତିି ବିଦ୍ୟାପୀଠର ୧୩ ଛାତ୍ରୀ ଅସୁସ୍ଥ ଥିବା ନେଇ ମିଳିଛି ସୂଚନା । ସମସ୍ତ ଅସୁସ୍ଥ ଛାତ୍ରୀ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ୧୩ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାରୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । ହଠାତ୍ ଅସୁସ୍ଥ ହେବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking