30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଚଣ୍ଡିଗଡ଼ ୟୁନିଭର୍ସିଟି ଅଶ୍ଳୀଳ ଭିଡିଓ ମାମଲାରେ ଚାର୍ଜଶିଟ୍ ଦାଖଲ

ଚଣ୍ଡିଗଡ଼ ୟୁନିଭର୍ସିଟି ଅଶ୍ଳୀଳ ଭିଡିଓ ମାମଲାରେ ଚାର୍ଜଶିଟ୍ ଦାଖଲ

ମୋହାଲି : ପଞ୍ଜାବର ମୋହାଲିସ୍ଥିତ ଚଣ୍ଡିଗଡ଼ ୟୁନିଭର୍ସିଟିର ଜଣେ ଛାତ୍ରୀଙ୍କ ଦ୍ୱାରା ନ୍ୟୁଡ୍ ଭିଡିଓ ପ୍ରସ୍ତୁତି ମାମଲାରେ ଗୁରୁବାର ଖରଡ଼ ପୁଲିସ ସ୍ଥାନୀୟ କୋର୍ଟରେ ଚାର୍ଜଶିଟ୍ ଦାଖଲ କରିଛି । ଚାର୍ଜଶିଟ୍‌ରେ ପୁଲିସ୍ ସମ୍ପୃକ୍ତ ଛାତ୍ରୀ ଏବଂ ଭାରତୀୟ ସେନାର ଯବାନ ସଞ୍ଜୀବ ସିଂହଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି ।

ତେବେ ସିମ୍‌ଲାର ଦୁଇ ଯୁବକ ରଙ୍କଜ ବର୍ମା ଓ ସନ୍ନି ମେହେଟାଙ୍କୁ ଅଭିଯୁକ୍ତ ଶ୍ରେଣୀରୁ ବାହାରେ ରଖାଯାଇଛି ବୋଲି ପୁଲିସ ସୂତ୍ରରୁ ଜଣାଯାଇଛି । କୋର୍ଟ ଏବେ ମାମଲାର ଶୁଣାଣି ବେଳେ ବାକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି ।

୨୦୨୩ରେ ଭାରତରେ ଖେଳ ୨୦-୩୦% ବୃଦ୍ଧି ହେବ: ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking