27.1 C
Bhubaneswar
Sunday, April 5, 2026
Homeଅପରାଧବୃଦ୍ଧାଙ୍କ ବେକରୁ ଚାମ୍ପି ନେଲା ସୁନା ଚେନ

ବୃଦ୍ଧାଙ୍କ ବେକରୁ ଚାମ୍ପି ନେଲା ସୁନା ଚେନ

ରାୟଗଡ : ରାୟଗଡ ସଦରମହକୁମାରେ ଲୁଟ । ବୁଧବାର ଭୋର ସମୟରେ ଜଣେ ବୃଦ୍ଧା ମହିଳାଙ୍କ ବେକରୁ ୪ ଭରି ସୁନା ଓ ଏକ ଭରି ରୂପା ଚେନ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । ତେବେ ମିଳିଥିବା ସୂଚନା ଅନୁଯାୟୀ, ରାୟଗଡା ପୌରାଞ୍ଚଳ ଜଗନ୍ନାଥ ମନ୍ଦିର ନିକଟରେ ନିଜ ଘରୁ ଶୌଚ ହେବା ପାଇଁ ବାହାରକୁ ଆସିଥିଲେ ବି. ଅନୁଶୁୟା। ଘରକୁ ଫେରିବା ସମୟରେ ଜଣେ ଦୁର୍ବୃତ୍ତ ଆସି ବୃଦ୍ଧାଙ୍କ ବେକରୁ ଚେନ ଝାମ୍ପି ନେଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ରାୟଗଡା ଟାଉନ ଥାନାରେ ଏତଲା ଦିଆଯାଇଛି। ତେବେ ଦିନକୁ ଦିନ ବଢିଚାଲିଥିବା ଚୋରି ଘଟଣା ସହରବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking