34.1 C
Bhubaneswar
Saturday, April 4, 2026
Homeଓଡିଶାଭରତପୁର ଥାନାରେ ଲାଗିଲା ସିସିଟିଭି

ଭରତପୁର ଥାନାରେ ଲାଗିଲା ସିସିଟିଭି

ଭୁବନେଶ୍ବର : ଭରତପୁର ଥାନାରେ ଲାଗିଲା ସିସିଟିଭି। ମନିଟରରେ ରେକର୍ଡ ହୋଇଛି ଥାନାକୁ ଆସୁଥିବା ସମସ୍ତ ଲୋକଙ୍କ ଦୃଶ୍ୟ। ଥାନାରେ ୨୫ଟି ସିସିଟିଭି ଲାଗିବା ପାଇଁ ଯୋଜନା ଥିବା ବେଳେ ଏବେ ମାତ୍ର ୧୬ଟି ସିସିଟିଭି ଲାଗିଛି। ଖୁବଶୀଘ୍ର ଅବଶିଷ୍ଟ ସମସ୍ତ ସିସିଟିଭି ଲାଗିବ ବୋଲି ସୂଚନା ମିଳିଛି। ତେବେ ମେଜରଙ୍କ ବାନ୍ଧବୀ -ପୁଲିସ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ଭରତପୁର ଥାନାରେ ଇତିମଧ୍ୟରେ ଜଣେ ନୂଆ ଆଇଆଇସି ଦାୟିତ୍ବ ଗ୍ରହଣ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking