24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶସାମ୍ବାଦିକଙ୍କୁ ଧମକ ମାମଲା; ସଲ୍‌ମାନ୍‌ଙ୍କ ବିରୋଧରେ ଏଫ୍‌ଆଇଆର୍ ଖାରଜ

ସାମ୍ବାଦିକଙ୍କୁ ଧମକ ମାମଲା; ସଲ୍‌ମାନ୍‌ଙ୍କ ବିରୋଧରେ ଏଫ୍‌ଆଇଆର୍ ଖାରଜ

ମୁମ୍ବାଇ: ବଲିଉଡ୍ ଅଭିନେତା ସଲ୍‌ମାନ୍ ଖାନ୍‌ଙ୍କୁ ଗୁରୁବାର ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ସାମ୍ବାଦିକଙ୍କ ଧମକ ଏବଂ ଦୁର୍ବ୍ୟବହାର ମାମଲାରେ ତାଙ୍କ ବିରୋଧରେ କରାଯାଇଥିବା ଏଫ୍‌ଆଇଆର୍‌କୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଫଳରେ ତାଙ୍କୁ ଏବେ ଆଉ ଅନ୍ଧେରୀ କୋର୍ଟରେ ହାଜର ହେବାକୁ ପଡ଼ିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking