24.1 C
Bhubaneswar
Friday, March 20, 2026
Homeଅପରାଧବସ୍ ଚାପାରେ ମହିଳା କନେଷ୍ଟବଳ ମୃତ

ବସ୍ ଚାପାରେ ମହିଳା କନେଷ୍ଟବଳ ମୃତ

ବ୍ୟୁରୋ : ତିର୍ତ୍ତେଲ ଥାନାରେ କାର୍ଯ୍ୟରତ ମହିଳା କନେଷ୍ଟବଳ ସୁରୁ ଜାମୁଣ୍ଡାଙ୍କ ମୃତ୍ୟୁ ହୋଇଛି ।  ବସ୍ ଚାପାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ଡ୍ୟୁଟି ସାରି ସ୍କୁଟିରେ ଫେରୁଥିବା ବେଳେ, ଏହି ଦୁର୍ଘଟଣା ଘଟିଥିଲା । ପ୍ରଥମେ ବସ୍ ଟି ଧକ୍କା ଦେବାପରେ କନେଷ୍ଟବଳ ପଡିଯାଇଥିଲେ, ତା ପରେ ବସ୍ ତାଙ୍କ ଉପରେ ଚଢିଯାଇଥଲା । ସରଣୀ ଛକରେ ଦୁର୍ଘଟଣାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking