27.1 C
Bhubaneswar
Sunday, September 29, 2024
Homeଓଡିଶାପିକନିକ ସାରି ଫେରୁଥିବା ବେଳେ ବ୍ରିଜ ତଳକୁ ଖସିଲା ବସ୍ : ୨ମୃତ, ୪୦ ଗୁରୁତର

ପିକନିକ ସାରି ଫେରୁଥିବା ବେଳେ ବ୍ରିଜ ତଳକୁ ଖସିଲା ବସ୍ : ୨ମୃତ, ୪୦ ଗୁରୁତର

ଢ଼େଙ୍କାନାଳ: ସକାଳୁ ସକାଳୁ ଏକ ଦୁଃଖଦ ଘଟଣା ଆସି ପହଞ୍ଚିଛି । ବସ ଦୁର୍ଘଟଣାରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ।ଘଟଣାସ୍ଥଳରେ ଯେଉଁ ମୃତ୍ୟୁ ହୋଇଛି ସେଥିରେ ଦୁଇ ଜଣ ମହିଳା ଅଛନ୍ତି । ତେବେ ଏହି ବସଟି ବ୍ରିଜ ତଳକୁ ଖସି ପଡିବାରୁ ଏହି ଦୁର୍ଘଟଣା ଘଟିଛି । ବସଟି ଭାରସମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ବସରେ ମୋଟ ୪୦ ଜଣରୁ ଅଧିକ ଯାତ୍ରୀ ଥିଲେ । ଏହା ସହିତ ୧୫ ଜଣ ଯାତ୍ରୀଙ୍କର ଅବସ୍ଥା ଗରୁତପୁର୍ଣ୍ଣ ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ପଠାଯାଇଛି । ଅନ୍ୟ ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ୫୫ନଂ ରାଜପଥ ସିମିନଈ ପଞ୍ଚୁବଟି ନିକଟରେ ଏହି ଘଟଣା ଘଟିଛି । ବସଟି ବଲାଙ୍ଗୀର ହରିଶଙ୍କରରୁ କେନ୍ଦ୍ରାପଡାର ଇଚ୍ଛାପୁରକୁ ଯାଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking