ଭୁବନେଶ୍ୱର: ବସ୍ ଜଳିଯିବା ଘଟଣାକୁ ନେଇ ପରିବହନ କମିଶନର ଅମିତାଭ ଠାକୁରଙ୍କ ସୂଚନା । ସ୍ଥାନୀୟ ପ୍ରଶାସନ ତଦନ୍ତ କରୁଛି, ପରିବହନ ବିଭାଗ ସହାୟତା କରୁଛି । କାଲି ଆରଟିଓ ଓ ତାଙ୍କ ଟିମ୍ ଯାଇ ଯାତ୍ରୀଙ୍କୁ ନେଇ ଫେରିଛନ୍ତି । ବସ୍ରେ ଦହନଶୀଳ ପଦାର୍ଥ ନ ନେଇ ଯିବାକୁ ନିର୍ଦ୍ଦେଶ ରହିଛି ।