ନୂଆଦିଲ୍ଲୀ: ଶନିବାର ସଂସଦରେ ସାଧାରଣ ବଜେଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଆଗତ କରିଛନ୍ତି । ଲଗାତାର ଅଷ୍ଟମ ଥର ପାଇଁ ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି ।
ଆୟ (୧ଟଙ୍କାରେ ହିସାବ):
ଆୟକର: ୨୨ ପଇସା
କେନ୍ଦ୍ରୀୟ ଉତ୍ପାଦ : ୫ ପଇସା
ଜିଏସଟି ଏବଂ ଅନ୍ୟ କର : ପଇସା
କର୍ପୋରେଟ ଟ୍ୟାକ୍ସ ; ୧୭ ପଇସା
ଉଧାରି ଓ ଅନ୍ୟ ଲେଣଦେଣ : ୨୪ ପଇସା
ଅଣକର ପ୍ରାପ୍ତି : ୯ ପଇସା
ଅଣଋଣ ପୁଞ୍ଜିଗତ ଆୟ: ୧ ପଇସା
ସୀମା ଶୁଳ୍କ : ୪ ପଇସା
ଖର୍ଚ୍ଚ (୧ଟଙ୍କାରେ ହିସାବ) :
ପେନସନ୍ : ୪ ପଇସା
ଅନ୍ୟ ବ୍ୟୟ : ୮ପ.
କେନ୍ଦ୍ର ପ୍ରାୟୋଜିତ ସ୍କିମ : ୮ ପଇସା
ବିତ୍ତୀୟ ଆୟୋଗ ଓ ଅନ୍ୟାନ୍ୟ : ୮ ପଇସା
ଟିକସ ଓ ଶୁଳ୍କରୁ ରାଜ୍ୟ ଭାଗ : ୨୨ ପଇସା
ପ୍ରତିରକ୍ଷା : ୮ ପଇସା
ପ୍ରମୁଖ ରିହାତି : ୬ ପଇସା
କେନ୍ଦ୍ର ପ୍ରାୟୋଜିତ ସ୍କିମ୍: ୧୬ ପଇସା
ସୁଧ ଦେୟ : ୨୦ ପଇସା