ବଜେଟ୍: କେଉଁ ବିଭାଗକୁ ମିଳିଲା କେତେ ଟଙ୍କା?

ନୂଆଦିଲ୍ଲୀ: ଶନିବାର ସଂସଦରେ ସାଧାରଣ ବଜେଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଆଗତ କରିଛନ୍ତି । ଲଗାତାର ଅଷ୍ଟମ ଥର ପାଇଁ ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ପ୍ରତିରକ୍ଷା – ୪,୯୧,୭୩୨ କୋଟି ଗ୍ରାମୀଣ ବିକାଶ – ୨,୬୬,୮୧୭ କୋଟି ଗୃହ ମନ୍ତ୍ରାଳୟ – ୨,୩୩,୨୧୧ କୋଟି କୃଷି – ୧,୭୧,୪୩୭ କୋଟି ଶିକ୍ଷା – ୧,୨୮,୬୫୦ କୋଟି ସ୍ୱାସ୍ଥ୍ୟ – ୯୮,୩୧୧ କୋଟି ନଗର ଉନ୍ନୟନ … Continue reading ବଜେଟ୍: କେଉଁ ବିଭାଗକୁ ମିଳିଲା କେତେ ଟଙ୍କା?