ଢେଙ୍କାନାଳ: ଢେଙ୍କାନାଳରେ ବିଏସକେୱାଇ ରେଡ୍ । ଜିଲ୍ଲାପାଳ ଓ ଏସିପିଙ୍କ ନେତୃତ୍ୟରେ ଯାଞ୍ଚ ହେଉଥିବା ସୂଚନା । ସହରର ବିଭିନ୍ନ ଘରୋଇ ହସ୍ପିଟାଲରେ ମିଳିତ ଭାବେ ଚଢାଉ କରାଯାଇଥିବା ସୂଚନା । ଧାର୍ଯ୍ୟ ଚିକିତ୍ସା ଠାରୁ ଅଧିକ ବିଲ୍ କରାଇବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ମିଳିବା ପରେ ମିଳିତ ଯାଞ୍ଚ କରାଯାଉଥିବା ସୂଚନା । ଜିଲ୍ଲାର ୨୦ଟି ହସ୍ପିଟାଲକୁ ବିଏସକେୱାଇ ଅନୁମୋଦନ ମିଳିଛି ।
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର; ଭଙ୍ଗା ଦଦରା ଘରେ ଚାଲିଛି ଶିକ୍ଷାଦାନ