22.1 C
Bhubaneswar
Saturday, March 28, 2026
Homeଓଡିଶାଭଉଣୀକୁ ହତ୍ୟା କଲା ଭାଇ

ଭଉଣୀକୁ ହତ୍ୟା କଲା ଭାଇ

ଆସିକା: ପାରିବାରିକ କଳହକୁ ନେଇ ଭଉଣୀକୁ ହତ୍ୟା କରିଛି ଭାଇ । ଆସିକା ଥାନା ରାଇପୋଲି ଗାଁରେ ଏହି ଘଟଣାଟି ଘଟିଛି । ମୃତକ ଭଉଣୀ ହେଉଛନ୍ତି ଲକ୍ଷ୍ମୀ ମହାନ୍ତି । ଅଭିଯୁଙ୍କ ଭାଇ ବାବାଜୀ ପାତ୍ର ଫେରାର ଅଛନ୍ତି । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking