30.1 C
Bhubaneswar
Sunday, June 23, 2024
Homeଓଡିଶାକାର ଧକ୍କାରେ ଭାଇ ଭଉଣୀ ମୃତ

କାର ଧକ୍କାରେ ଭାଇ ଭଉଣୀ ମୃତ

ନରସିଂହପୁର : ଏକ ବାଇକ କାର ସହ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏନେଇ ବାଇକ ଚାଳକ ଏବଂ ତାଙ୍କ ଭଉଣୀ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ତେବେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ବଡମ୍ବା ଥାନା ଭଟ୍ଟାରିକା ଛକ ନିକଟରେ ଘଟିଛି ।  ଏନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛି । ଏଯାଏଁ ମୃତକଙ୍କ ପରିଚୟ ମିଳିନାହିଁ । ତଦନ୍ତ ଜାରି ରହିଛି ।

ଶାଶୁଙ୍କ ଗଳା କାଟିଲା ଜ୍ୱାଇଁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking