29.1 C
Bhubaneswar
Friday, February 6, 2026
Homeଓଡିଶାପୁଣି କୋର୍ଟକୁ ବୋମା ଧମକ

ପୁଣି କୋର୍ଟକୁ ବୋମା ଧମକ

କଟକ: କଟକ ଜିଲ୍ଲା ଜଜ୍ କୋର୍ଟକୁ ପୁଣି ଆସିଲା ବୋମା ଧମକ । କୋର୍ଟକୁ ଉଡାଇ ଦେବାକୁ ଇମେଲ୍‌ରେ ଆସିଛି ଧମକ । ଧମକ ପରେ କୋର୍ଟ ପରିସରକୁ ଖାଲି କରି ଚାଲିଛି ଖାନତଲାସୀ । ବୋମା ନିଷ୍କ୍ରୟକାରୀ ଦଳ ଦ୍ୱାରା ତଲାସୀ ଆରମ୍ଭ କରାଯାଇଛି । ତେବେ କିଏ ଏବଂ କେଉଁଠାରୁ ଏହି ଧମକ ଦେଇଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନାଯୋଗ୍ୟ, ଏହା ପୂର୍ବରୁ ଜାନୁଆରୀ ମାସରେ ରାଜ୍ୟର ତିନି କୋର୍ଟକୁ ଆସିଥିଲା ବୋମା ଧମକ । କଟକ ଜିଲ୍ଲା ଜଜ୍ କୋର୍ଟ, ସମ୍ବଲପୁର ଜିଲ୍ଲା କୋର୍ଟ, ଦେବଗଡ଼ ଜିଲ୍ଲା କୋର୍ଟକୁ ବୋମା ଧମକ ମିଳିଥିଲାକିନ୍ତୁ ତଦନ୍ତ ପରେ ମିଥ୍ୟା ଧମକ ମିଳିଥିବା ପୋଲିସ ସୂଚନା ଦେଇଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking