29.1 C
Bhubaneswar
Tuesday, October 22, 2024
Homeଓଡିଶାଝାରସୁଗୁଡାରେ ବଲିଉଡ ଅଭିନେତା ଗୋବିନ୍ଦା

ଝାରସୁଗୁଡାରେ ବଲିଉଡ ଅଭିନେତା ଗୋବିନ୍ଦା

 ଝାରସୁଗୁଡା: ଗୋଟିଏପଟେ ପଶ୍ଚିମ ଓଡିଶାରେ ନୂଆଖାଇ ଭେଟଘାଟ ଚାଲିଥିଲା ବେଳେ ଚାଲିଛି ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଆଉ ଏହି କାର୍ଯ୍ୟକ୍ରମରେ ଦର୍ଶକଙ୍କ ଚାହିଦା ମୁତାବକ ଷ୍ଟାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହାରି ଭିତରେ ଝାରସୁଗୁଡାକୁ ଆସିଛନ୍ତି ବଲିଉଡ ତାରିକା ଗୋବିନ୍ଦା । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛନ୍ତି । ତେବେ ଦର୍ଶକଙ୍କ ମନଜିଣିଲେ ବଲିଉଡ୍ ଅଭିନେତା ଗୋବିନ୍ଦା ।

ବଲିଉଡ୍ ଫିଲ୍ମ ‘ବଡେ ମିଆଁ ଛେଟେ ମିଆଁ’ର ଗୀତରେ ନୃତ୍ୟ ପରିବେଷଣ କରିଥିଲେ ଗୋବିନ୍ଦା । ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଥିଲା ।  ନଵଦାସ ଫାଉଣ୍ଡେସନ ଆନୁକୂଲ୍ୟରେ ହୋଇଥିବା ଦୁଇଦିନ ଧରି ନୂଆଖାଇ ଭେଟଘାଟ କାର‌୍ୟ୍ୟକ୍ରମରେ କାଲି ରାତ୍ରିରେ ସୁପରଷ୍ଟାର ଗୋବିନ୍ଦା ଦର୍ଶକଙ୍କ ମନ ମୋହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking