28.1 C
Bhubaneswar
Thursday, September 19, 2024
Homeଓଡିଶାଚଢିଗଲା ବୋଲେରୋ, ୩ ମୃତ

ଚଢିଗଲା ବୋଲେରୋ, ୩ ମୃତ

ବଲାଙ୍ଗିର: ବାଇକ ଉପରେ ଚଢିଗଲା ବୋଲେରୋ ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ବୋଲେରୋ ଧକ୍କାରେ ଶଳା, ଭିଣୋଇ ସହ ସାଙ୍ଗର ମଧ୍ୟ ମୃତ୍ୟୁ ହୋଇଥିବାର ସୂଚନା । ଲୋଇସିଂହା-ଭରସୁଜା ରାସ୍ତା କରକଚିଆରେ ଏହିଭଳି ମର୍ମନ୍ତଦ ଦୁର୍ଘଟଣା ହୋଇଛି । ୩ ମୃତକ ହେଲେ କୁସଙ୍ଗ, ରୋଠ୍ ଓ ସଦେଇପାଲି ଗାଁର ବାସିନ୍ଦା ବୋଲି ଖବର ମିଳିଛି ।

ଦିନକରେ ମିଳେଇଲା ମାଟ୍ରିକ ଖୁସି

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking