31.1 C
Bhubaneswar
Monday, April 6, 2026
Homeଓଡିଶାନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ଗଜପତି: କାଳବୈଶାଖୀ ନେଲା ଜୀବନ । ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ମୃତ୍ୟୁ । ଗତକାଲି ଗଜପତି ଜିଲ୍ଲା ମହେନ୍ଦ୍ରଗିରି ବୁଲିବାକୁ ଯାଇଥିଲେ କଟକ ନିଆଳି ଅଂଚଳର ୪ ପର୍ଯ୍ୟଟକ । ଅଚାନକ ମାଡ଼ି ଆସିଲା କାଳବୈଶାଖୀ ବର୍ଷା ଓ ପବନ । ଫଳରେ ସେମାନେ ପାହାଡ଼ରେ ଫସିଯାଇଥଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିଲେ ।ଆଜି ନିଖୋଜ ଥିବା ପର୍ଯ୍ୟଟକ ବିନୋଦ ଜେନାଙ୍କ ମୃତ ଦେହ ମିଳିଛି । ପୁଲିସ ଓ ବନବିଭାଗ ଟିମ୍ ସାରା ରାତି ସର୍ଚ୍ଚ ଅପରେସନ ଚଳାଇଥିଲେ । ଆଜି ସକାଳୁ ତାଙ୍କର ମୃତଦେହ ଠାବ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking