26.1 C
Bhubaneswar
Monday, September 30, 2024
Homeଦେଶ ବିଦେଶଗଙ୍ଗାରେ ଡଙ୍ଗା ବୁଡି, ୧୦ ନିଖୋଜ

ଗଙ୍ଗାରେ ଡଙ୍ଗା ବୁଡି, ୧୦ ନିଖୋଜ

ପାଟନା: ବିହାର ଗଙ୍ଗା ନଦୀରେ ଅଘଟଣ । ଗଙ୍ଗାନଦୀରେ ଡଙ୍ଗା ବୁଡ଼ି ଯିବାରୁ ୧୦ ନିଖୋଜ ଅଛନ୍ତି । ଶାହାପୁର ଥାନା ଦାନପୁର ନିକଟରେ ଡଙ୍ଗା ବୁଡ଼ିବାରୁ ଅଘଟଣ ଘଟିଛି । ଡଙ୍ଗାଟିରେ ୫୦ରୁ ୫୪ ଜଣ ଯାତ୍ରୀ ଥିବା ସୂଚନା ମିଳିଛି ।

ଏନଡିଆଏଫ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତଙ୍କୁ ଉଦ୍ଧାର କରିବାକୁ ୨ଟି ଡଙ୍ଗା ପଠାଯାଇଛି । ଶ୍ରମିକମାନେ କାମ ସାରି ଫେରୁଥିବା ଅଘଟଣ ଘଟିଥିବା କହିଛନ୍ତି ଦାନପୁର ଏସଡିଏମ ।

ଦୁଇଦିନିଆ ଓଡିଶା ଗସ୍ତରେ ବିଜେପି ରାଜ୍ୟ ପ୍ରଭାରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking