ଭୁବନେଶ୍ୱର: ନଦୀପଠାରେ ଚିହ୍ନଟ ହେବ ବ୍ଲାକସ୍ପଟ । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ସୂଚନା ଦେଇଛନ୍ତି । କୁମ୍ଭୀର ଆକ୍ରମଣକୁ ରୋକିବାକୁ ମାଷ୍ଟର ପ୍ଲାନ। ନଦୀ ପଠାରେ ବ୍ଲାକସ୍ପଟ ଚିହ୍ନଟ ସହ ବ୍ୟାରିକେଡ ହେବ। କେନ୍ଦ୍ରାପଡା, ଜଗତସିଂହପୁରରେ ଅଧିକ ବ୍ଲାକସ୍ପଟ ଚିହ୍ନଟ ହୋଇଛି ।