ଭୁବନେଶ୍ୱର : ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଏମସି କମିଶନର କଡା ଚେତାବନୀ ଦେଇଛନ୍ତି । ମଯ୍ୟାଦା ଭିତରେ ଯାତ୍ରା ପରିବେଷଣ ପାଇଁ ପରାମର୍ଶ ଦିଆଯାଇଛି । ଖଣ୍ଡଗିରିରେ ମଯ୍ୟାଦା ହାନୀ ନକରିବାକୁ ପାର୍ଟି ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଶା କରାଯାଉଛି ଯେ ଗାଇଡଲାଇନ ଅନୁସାରେ ଯାତ୍ରା ହେବ କହିଛନ୍ତି ବିଏମସି କମିଶନର ।