27.1 C
Bhubaneswar
Thursday, April 9, 2026
Homeଓଡିଶାବିଧାନସଭାରେ ବ୍ଲାକରୋଜ ପ୍ରସଙ୍ଗ

ବିଧାନସଭାରେ ବ୍ଲାକରୋଜ ପ୍ରସଙ୍ଗ

ଭୁବନେଶ୍ୱର :ବିଧାନସଭାରେ ଉଠିଲା ବ୍ଲାକରୋଜ ପ୍ରସଙ୍ଗ । ବ୍ଲାକରୋଜ ଜାହାଜ ବୁଡିବା ପ୍ରସଙ୍ଗ ଉଠାଇଛନ୍ତି ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ । ପୂବ ସରକାରଙ୍କୁ ଟାର୍ଗେଟ କରି ପାରାଦୀପ ଉପକୂଳରେ ବୁଡିଯାଇଥିବା ଜାହାଜ କାହାର ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ସେଥିରେ କାହାର ଲୁହାପଥର ଚୋରା ଚାଲାଣ କରାଯାଉଥିଲା ମଧ୍ୟ ପ୍ରଶ୍ନ କରିଛନ୍ତି ଅମରେନ୍ଦ୍ର । ଅନ୍ୟପଟେ ଜାହାଜର କ୍ୟାପଟେନଙ୍କ ପ୍ରାକୃତିକ ମୃତ୍ୟୁ ନା ହତ୍ୟା କରାଯାଇଥିଲା , ଯାହାକୁ ଚପାଇ ଦିଆଯାଇଥିବାର କହିଛନ୍ତି ବିଧାୟକ ଅମରେନ୍ଦ୍ର ଦାସ । ଏଥିସହ ମାମଲାର ପୁନବାର ତଦନ୍ତ କରାଯାଉ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି ଅମରେନ୍ଦ୍ର ଦାସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking