30.1 C
Bhubaneswar
Saturday, April 4, 2026
Homeଦେଶ ବିଦେଶଆକାଶରେ ଦିଶିବ କଳା ଜହ୍ନ

ଆକାଶରେ ଦିଶିବ କଳା ଜହ୍ନ

ନୂଆଦିଲ୍ଲୀ : ଆକାଶରେ  ଦିଶିବ  କଳା ଜହ୍ନ । ଆଜି ଆକାଶରେ ଦେଖାଯିବ କଳା ଜହ୍ନ । ଚଳିତ ବର୍ଷ  ଆକାଶରେ ଦେଖିବାକୁ ମିଳିବ ବିରଳ ଜହ୍ନ । ଏସିଆ , ଆଫ୍ରିକା ଏବଂ ୟୁରୋପ ମହାଦେଶରେ ଦୃଶ୍ୟମାନ ହେବ । କାଲି ଭାରତରେ ଭୋର ୪ ଟାରେ  ଦୃଶ୍ୟମାନ ହେବ କଳା ଜହ୍ନ । ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡିଲେ ଏହା ଦୃଶ୍ୟମାନ  ହୁଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking