ଭୁବନେଶ୍ୱର : ବିଧାୟକ ପ୍ରଶିକ୍ଷଣ ଶିବିରକୁ ବୟକଟ କଲା ବିଜେଡି । ସଂଶୋଧିତ ତାଲିକା ଆସିବା ପରେ ବି ବୟକଟ ନିଷ୍ପତ୍ତି । ତାଲିକାରୁ ୨ କେନ୍ଦ୍ରମନ୍ତ୍ରୀଙ୍କୁ ବାଦ୍ ଦେଇଛି ବିଜେପି । ହେଲେ ନିଷ୍ପତ୍ତି ବଦଳାଇଲାନି ବିଜେଡି । ବିଧାୟକ ପ୍ରଶିକ୍ଷଣକୁ ବୟକଟ ନିଷ୍ପତ୍ତିରେ କାଏମ ବିଜେଡି । ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ । ୧୭, ୧୮ରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ ।










