ବିଜେଡିକୁ ବାଏ ବାଏ କଲେ ବିଏମସି କର୍ପୋରେଟର ବନ୍ଦିତା ପାଲ୍

ଭୁବନେଶ୍ୱର : ବିଜେଡିକୁ ବାଏ ବାଏ କଲେ ବିଏମସି କର୍ପୋରେଟର ବନ୍ଦିତା ପାଲ୍। ବିଏମସିର ୩୭ ନମ୍ବର ୱାର୍ଡର କର୍ପୋରେଟର ହେଉଛନ୍ତି ବନ୍ଦିତା ପାଲ୍ ।ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ବନ୍ଦିତା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫାପତ୍ର ।