16.1 C
Bhubaneswar
Sunday, December 7, 2025
Homeଓଡିଶାବିଜେପିର ‘ସେବା ପକ୍ଷ’ କର୍ମଶାଳା

ବିଜେପିର ‘ସେବା ପକ୍ଷ’ କର୍ମଶାଳା

ଭୁବନେଶ୍ୱର: ‘ସେବା ପକ୍ଷ’ ପାଳନ ନେଇ  ବିଜେପି ରାଜ୍ୟ କାଯ୍ୟାଳୟରେ  କର୍ମଶାଳା ଅନୁଷ୍ଠିତ । କର୍ମଶାଳାରେ  ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ଅଛନ୍ତି ।  ସେବା ପକ୍ଷ ପଯ୍ୟବେକ୍ଷକ ଅରବିନ୍ଦ ମେନନ ମଧ୍ୟ ଉପସ୍ଥିତ ଅଛନ୍ତି । ମୋଦିଙ୍କ ଜନ୍ମଦିନ ଅବସରରେ  ୧୭ରୁ ଅକ୍ଟୋବର ୨ ଯାଏଁ ସେବା ପକ୍ଷ ପାଳନ ହେବ । ବିଜେପି ପକ୍ଷରୁ ବିଭିନ୍ନ ସେବାମୂଳକ କାଯ୍ୟକ୍ରମ ହାତକୁ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking