32.1 C
Bhubaneswar
Friday, September 20, 2024
Homeଓଡିଶାଘରୋଇକରଣ ନିଷ୍ପତ୍ତିରୁ ନଓହରିଲେ ଆନ୍ଦୋଳନ କରିବ ବିଜେପି: ମୋହନ ମାଝୀ

ଘରୋଇକରଣ ନିଷ୍ପତ୍ତିରୁ ନଓହରିଲେ ଆନ୍ଦୋଳନ କରିବ ବିଜେପି: ମୋହନ ମାଝୀ

ଭୁବନେଶ୍ୱର: ରାଜ୍ୟରେ ବୈଷୟିକ ଶିକ୍ଷାକୁ ଘରୋଇକରଣ କରାଯାଉଥିବା ଅଭିଯୋଗ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ବୈଷୟିକ ଶିକ୍ଷାନୁଷ୍ଠାନରେ ଦକ୍ଷିଣ ଭାରତର ଠିକାଦାରଙ୍କୁ ସୁଯୋଗ ଉଦ୍ୟମ । କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜକୁ ଘରୋଇ କରଣ ଉଦ୍ୟମ । ସିଆଇସି, ଆଜିଆଇଟି ସରାଙ୍‌ଗର ପଲିଟେକନିକକୁ ଘରୋଇକରଣ ଉଦ୍ୟମ । ଘରୋଇକରଣ ନିଷ୍ପତ୍ତିରୁ ନଓହରିଲେ ଆନ୍ଦୋଳନ କରିବ ବିଜେପି ବୋଲି କହିଛନ୍ତି ମୋହନ ମାଝୀ ।

ଏପ୍ରିଲ ୩୦ରେ ସରିବ ନାଟମଣ୍ଡବ ମରାମତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking