19.1 C
Bhubaneswar
Tuesday, February 10, 2026
Homeଓଡିଶାବିଜେପି ଉପରେ ବର୍ଷିଲା ବିଜେଡି

ବିଜେପି ଉପରେ ବର୍ଷିଲା ବିଜେଡି

ଯାଜପୁର: ଯାଜପୁର ଜିଲ୍ଲା ର ବିଜେଡ଼ି ଦଳ କୁ ଲୋକ ଙ୍କ ନିକଟ ତର ହେବା ସଂଗଠନ ଉପରେ ଯୋରେ ଦେଇ ବିଜେପି ସରକାର କୁ ତୀବ୍ର ସମାଲୋଚନା କରୁଚି ଦଳ ମଧ୍ୟ୍ୟ ରେ ଥିବା ଫାଟ କୁ ସଜାଡି ବା ରେ ପ୍ରୟାସ ଜାରି ରଖିଚି । ବିଜେଡି ର ପଦ ଯାତ୍ରା ୭ଟି ନିର୍ବାଚନ ମଣ୍ଡଳୀ ରେ ହେଉଚି ଏହି ପଦ ଯାତ୍ରା ରେ ହଜାର ହଜାର ଲୋକ ଙ୍କ ସମାଗମ ହେଉଚି ଏହି ପରିକ୍ଷେପି ରେ ଯାଜପୁର ଜିଲ୍ଲା ଧର୍ମଶାଳାରେ ବିଜେଡିର ଜନ ସଂପର୍କ ପଦଯାତ୍ରା ଅନୁଷ୍ଟିତ ହୋଇ ଥିଲା। ପଦଯାତ୍ରାରେ ସାମିଲ ହେଲେ ହଜାର ହଜାର କର୍ମୀ। ବିଜେଡି ସରକାର ସମୟ ରେ ଯେଉଁ ବିକାସ ମୂଳକ କାର‌୍ୟ ହୋଇ ଥିଲା । ସେହି ଯୋଜନ ଗୁଡ଼ିକ ନାମ ବଦଳାଇ ନୂଆ ନାମ ଦେଉଚି କିନ୍ତୁ ଲୋକ ମାନଂକ ବିକାସ କଥା ଚିନ୍ତା କରୁ ନାହାନ୍ତି । ନୂତନ ସରକାରଙ୍କ କାର‌୍ୟ୍ୟଧାରାକୁ ନେଇ କଟାକ୍ଷ କରିଥିଲେ ବିଜେଡିର ବହୁ ନେତୃମଣ୍ଡଳୀ ନିର୍ବାଚନ ରେ ଦେଇ ଥିବା ପ୍ରତିଶ୍ରୁତି କୁଆଡେ ଗଲା ବୋଲି ବିଜେଡି ନେତ୍ରୁ ବୁନ୍ଦ ବିଜେପି ସରକାର କୁ କଟାକ୍ଷ କାରୀ ଥିଲା ଧର୍ମଶାଳାରେ ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା। ନିର୍ବାଚନ ମଣ୍ଡଳୀର ଶାନ୍ତି ବଜାର ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଚୋରମୁହାଁ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି ଧର୍ମଶାଳା ହାଟ ପଡିଆ ଠାରେ ପହଂଚିଥିଲା। ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ପଦଯାତ୍ରାରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଦଯାତ୍ରା କାର‌୍ୟ୍ୟକ୍ରମ ରାଜ୍ୟ ସଂଯୋଜକ ସଞ୍ଜୟ ଦାସ ବର୍ମା, ବିଧାୟିକା ପ୍ରମିଳା ମଲିକ, ବିଧାୟକ ପ୍ରତାପ ଦେବ, ବିଶ୍ୱ ରଂଜନ ମଲିକ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି, ପୂର୍ବତନ ବିଧାୟକ ପ୍ରୀତି ରଂଜନ ଘଡ଼ାଇ ପ୍ରମୁଖ ଯୋଗଦେଇ ବିଜେଡି ବିଜେଡି ସରକାରଙ୍କ ବିକାସ ମୂଳକ କାର‌୍ୟ ଯାହା ହୋଇଥିଲା ଏ ସରକାର ବିକାସ ପ୍ରତି ଧ୍ୟାନ ନ ଦେଇ କେବଳ ଯୋଜନା ର ନାମ ପରିବର୍ତ୍ତନ କରିବାରେପ୍ରୟକ୍ଷସ ଜାରି ରଖି ଛନ୍ତି ନୂତନ ଯୋଜନା କିଛି କରି ନାହାଁନ୍ତି ଲୋକେ ମାନକୁ ଭୁଆ ବୁଲାଇ ବରେ ଲାଗିଛନ୍ତି ବିଦ୍ୟୁତ୍ ବିଲ୍ ଛକ୍ଷଡ କରିବା ରେ ବିଫଳ ହୋଇଛନ୍ତି ଆଗାମୀ ପଂଚାୟତ ନିର୍ବାଚନ ରେ ଠିକ୍ ଜବାବ ଦେବେ । ବିଜେପି ସରକାର ଙ୍କ ନିର୍ବାଚନ ରେ ପ୍ରତିଶ୍ରୁତି ଏକ ମିଥ୍ୟା ପ୍ରତିଶ୍ରୁତି ଥିଲା ବୋଲି। ନେତ୍ରୁ ବୃନ୍ଦ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking