24.1 C
Bhubaneswar
Monday, February 9, 2026
Homeଦେଶ ବିଦେଶବିଜେପି ମିଛ ଆଶ୍ରୟ ନେଇ ରାଜନୀତି କରୁଛି: ଭୂପେଶ

ବିଜେପି ମିଛ ଆଶ୍ରୟ ନେଇ ରାଜନୀତି କରୁଛି: ଭୂପେଶ

ନୂଆଦିଲ୍ଲୀ: ଛତିଶଗଡ ପୂର୍ୱତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ବିଜେପିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, କହିଛନ୍ତ. ବିଜେପି ମିଛ ଆଶ୍ରୟ ନେଇ ରାଜନୀତି କରୁଛି । ବାରମ୍ବାର ମିଛକୁ ସତ କହିବାକୁ ଚେଷ୍ଟା କରେ ବିଜେପି । ଦେଶରେ ଇଡି, ସିବିଆଇର ଦୂରୁପେଯାଗ କରୁଛି ବିଜେପି ।  ସରକାର ଗୋଟିଏ ବ୍ୟକ୍ତି ପାଇଁ କାମ କରୁଛି । କଂଗ୍ରେସ ଲଢେଇ କରୁଛି , ଆଗକୁ  ବି ଜାରି ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking