ଯାଜପୁର: ଯାଜପୁରଜିଲ୍ଲାର ବ୍ରାଉନ ସୁଗାର ଧରା ପଡିବା ନୀତି ଦିନିଆ ହୋଇ ଗଲାଣି ଏହି ବେପାର ପଛ ରେ ପ୍ରଭାବ ଶାଳୀ ବ୍ୟକ୍ତି ମାନେ ପଛଦ ପଟ ରେ ରହି ଥିବାର ଚର୍ଚ୍ଚା ଚାଲିଛି l ଜଣେ ବିଜେଡ଼ି ନେତ୍ରୀ ଧଳା ଜହର ବେପାରରେ ସାମିଲ ଥିବା ର ଦେଖା ଯାଇଛି l ବିଜେଡ଼ି ନେତ୍ରୀ ଙ୍କ ଠାରୁ ୩୦ ଗ୍ରାମ ବ୍ରାଉନ ସୁଗର ସହ ବିଜେଡି ନେତ୍ରୀ ଗିରଫ ହୋଇଛନ୍ତି। ଯାଜପୁର ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ ଚଢ଼ାଉ କରି ଯାଜପୁର ରୋଡ଼ ଆଦର୍ଶ ଥାନା ଅଞ୍ଚଳର ଡୋଲିପୁର ମିଟୁଆଣି ପୋଖରୀ ନିକଟରେ ରହୁଥିବା ଝୁନୀ ପାତ୍ରଙ୍କ ଠାରୁ ୩୦ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ଝୁନୀ ପାତ୍ରଙ୍କ ଗିରଫ କରିଛି ।ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ଉର୍ଦ୍ଧ ହେବ ଅନୁମାନ କରା ଯାଉଛି l ବାଲେଶ୍ୱର ରୁ ବିଭିନ୍ନ ଉପାୟ ରେ ବ୍ରାଉନ ସୁଗାର ଯାଜପୁର ଜିଲ୍ଲାର ର ବିଭିନ୍ନ ସ୍ଥାନ କୁ ଆସୁଛି l ଅବକାvରୀ ବିଭାଗ ଜାଣି ମଧ୍ୟ୍ୟ ଅଜlଣିଆ ପରି ରହୁଛି l