24.1 C
Bhubaneswar
Sunday, October 20, 2024
Homeଓଡିଶାବିଜେଡିର ଜଗତସିଂହପୁର ସଜଡା ଉଦ୍ୟମ !

ବିଜେଡିର ଜଗତସିଂହପୁର ସଜଡା ଉଦ୍ୟମ !

ଭୁବନେଶ୍ୱର : ଗୋଷ୍ଠୀ କନ୍ଦଳରେ ଜଡସଡ ଜଗତସିଂହପୁରକୁ ସଜାଡିବକୁ ବିଜେଡିର ଉଦ୍ୟମ । ଜିଲ୍ଲା ସହପର୍ଯ୍ୟବେକ୍ଷକ ଓ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲା ବିଜେଡି । ଗିରୀଶ ଚନ୍ଦ୍ର ଦାଶଙ୍କୁ ଜିଲ୍ଲା ସହପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି । ମୀନକତନ ଅମାତଙ୍କୁ ବାଲିକୁଦା, ମନୋଜ ନାୟକଙ୍କୁ ଜଗତସିଂହପୁର ଦାୟିତ୍ୱ । ସୋଲାର ମିଶ୍ର ତିର୍ତ୍ତୋଲ, ସନ୍ତୋଷ ବେଜ୍ ପାରାଦୀପ ପର୍ଯ୍ୟବେକ୍ଷକ ।

ଚାକିରି ନାଁରେ ଠକେଇ : ୩ ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking