ଭୁବନେଶ୍ୱର : ଚାଷୀ ପ୍ରସଙ୍ଗ ନେଇ ରାଜଭବନ ଚାଲିଲେ ବିଜେଡି ବିଧାୟକ । ଧାନର ଏମଏସପି ପ୍ରସଙ୍ଗକୁ ନେଇ ଜୋର ଧରିଲା ରାଜନୀତି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡି । ବିଧାନସଭାରୁ ରାଜଭବନ ରାଲି , ରାଜ୍ୟପାଳଙ୍କୁ ଫେରାଦ ହେବ ବିଜେଡି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି କରିଛନ୍ତି ବିଜେଡି ସଦସ୍ୟ।
ଚାଷୀ ସମସ୍ୟା ନେଇ ପୁଣି ବିଧାନସଭାରେ ହଟ୍ଟଗୋଳ: ୪ଟା ଯାଏଁ ଗୃହ ମୁଲତବୀ