27.1 C
Bhubaneswar
Friday, October 18, 2024
Homeଓଡିଶାଚାଷୀଙ୍କୁ ଧୋକା ଦେଉଛି ବିଜେଡି : ପ୍ରଦୀପ ପୁରୋହିତ

ଚାଷୀଙ୍କୁ ଧୋକା ଦେଉଛି ବିଜେଡି : ପ୍ରଦୀପ ପୁରୋହିତ

ଭୁବନେଶ୍ୱର : ଚାଷୀଙ୍କ ପ୍ରତି ବିଶ୍ୱାସଘାତ କରିଛି କହିଲେ ପ୍ରଦୀପ ପୁରୋହିତ । ଚାଷୀଙ୍କୁ ୧୦ ହଜାର ଦେବେ କହି ୪ ହଜାର ଟଙ୍କା ଦେଲେ । କାଳିଆ ଯୋଜନାର ବାକି ୬ ହଜାର ଟଙ୍କା କୁଆଡେ ଗଲା ? ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି । ଶହେ ଟଙ୍କା ବୋନସ ଦେବେ କହିଥିଲେ, ଚାଷୀଙ୍କୁ ପ୍ରତାରଣା କଲେ । ଚାଷୀଙ୍କୁ ଧୋକା ଓ ପ୍ରତାରଣା ଦେବାରେ ବିଜେଡି ୧ ନମ୍ବର । ବିଜେପି ଆସିଲେ ୫ ବର୍ଷରେ ଚାଷୀଙ୍କ ଆୟ ଦ୍ୱାଗୁଣିତ ହେବ । ୪୮ ଘଣ୍ଟାରେ ଧାନ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ଚାଷୀଙ୍କୁ ମିଳିବ । କଟନାଛଟନୀ ବନ୍ଦ କରିବୁ, ପ୍ରତି ବ୍ଲକରେ ଶୀତଳଭଣ୍ଡାର କରିବୁ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking