ଭୁବନେଶ୍ୱର: ବିଜେଡି ନେତାଙ୍କ ସସ୍ପେଣ୍ଡ ନେଇ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଯେ ବିଜେଡିରେ ବହୁତ ଜଣଙ୍କ ମନରେ କ୍ଷୋଭ ଥିଲା । ବିଜେପି ଭାଙ୍ଗିବା ପାଇଁ ଚାହୁଁନି, ଯାହା ଚାଲିଛି ମୋତେ ଦୁଃଖ ଲାଗୁଛି । ବିଜେଡି ଆପଣା ଛାଏଁ ଭାଙ୍ଗୁଛି । ବିଜେପି ଚାହିଁଥିଲେ ବିଜେଡି କେବେଠାରୁ ଭାଙ୍ଗି ସାରନ୍ତାଣି । ବିଜେଡି କାହିଁକି ତାର ଭାଡିକୁ ଫାଙ୍କା କରୁଛି କାରଣ ସେ ହିଁ ଜାଣିଥିବେ ।










