23.1 C
Bhubaneswar
Sunday, December 28, 2025
Homeଓଡିଶାବିଜେଡି ଯୁବ ଓ ଛାତ୍ର କମିଟି ଘୋଷଣା

ବିଜେଡି ଯୁବ ଓ ଛାତ୍ର କମିଟି ଘୋଷଣା

ଭୁବନେଶ୍ୱର:ବିଜେଡି ଯୁବ ଓ ଛାତ୍ର କମିଟି ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ବିଜୁ ଛାତ୍ର ଜନତା ଦଳ ଏବଂ ବିଜୁ ଯୁବ ଜନତା ଦଳର ୩୦ ଜିଲ୍ଲା ପାଇଁ ରାଜ୍ୟ ପଦାଧିକାରୀଙ୍କ ନାଁ ଘୋଷଣା କରିଛି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ପଦାଧିକାରୀ ଭାବରେ ୧୪୫ ଜଣ ଛାତ୍ର ନେତାଙ୍କୁ ନିଯୁକ୍ତ କରିଛି ବିଜେଡି । ସେଥି ମଧ୍ୟରେ ୫ ଜଣ ସଭାପତି, ୧୫ ଜଣ ବରିଷ୍ଠ ଉପ ସଭାପତି, ୩୪ ଜଣ ଉପ ସଭାପତି ଏବଂ ୯୧ ମୁଖ୍ୟ ସଚିବ ନିଯୁକ୍ତ ହୋଇଛନ୍ତି । ଅନ୍ୟପଟେ ୧୬୦ ଜଣ ଯୁବ ନେତାଙ୍କୁ ବିଜୁ ଯୁବ ଜନତା ଦଳର ରାଜ୍ୟ ପଦାଧିକାରୀ ଭାବରେ ନିଯୁକ୍ତ କରିଛି । ସେଥି ମଧ୍ୟରେ ୪ ଜଣ ସଭାପତି, ୧୫ ଜଣ ବରିଷ୍ଠ ଉପ ସଭାପତି, ୫୪ ଜଣ ଉପ ସଭାପତି ଏବଂ ୮୭ ଜଣ ମୁଖ୍ୟ ସଚିବ ନିଯୁକ୍ତ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking