ଭୁବନେଶ୍ୱର: ଆମର ସ୍ପଷ୍ଟ ବହୁମତ ଅଛି । ସେମାନଙ୍କୁ ଆଣିବାକୁ ଚାହୁଁନାହୁଁ । ବିଜେଡି ଏବଂ କଂଗ୍ରେସ ଶେଷ ହେବାକୁ ଯାଉଛି । ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ବଡ ବୟାନ ରହିଛି । ଓଡିଶାରେ ଆଗାମୀ ୨୫ ବର୍ଷ ଧରି ବିଜେପି ଶାସନ କରିବ । ବିଜେଡିର ଅନେକ ବିଧାୟକ ଯୋଗାଯୋଗରେ ଅଛନ୍ତି । ପାର୍ଟି ଭାଙ୍ଗି ଆମ ସହିତ ଆସିବାକୁ ଚାହୁଁଛନ୍ତି । ଆମର ସ୍ପଷ୍ଟ ବହୁମତ ଅଛି , ସେମାନଙ୍କୁ ଆଣିବାକୁ ଚାହୁଁନାହୁଁ ।