30.1 C
Bhubaneswar
Friday, February 13, 2026
Homeଓଡିଶା୯ରୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ

୯ରୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ

କେନ୍ଦ୍ରାପଡ଼ା : ଭିତରକନିକା ଜାତୀୟ ଉଦ୍ୟାନରେ କେତେ ପ୍ରଜାତୀର ଓ କେତେ ସଂଖ୍ୟାରେ ଅଛନ୍ତି ଦେଶୀୟ ପକ୍ଷୀ  ହେବ ଗଣନା । ଆସନ୍ତା ୯ ତାରିଖରୁ ଆରମ୍ଭ ହେବ ଦେଶୀୟ ପକ୍ଷୀ ଗଣନା । ୫ ଦିନ ଏହି ଗଣନା ଚାଲିବା ସହ ୧୩ ତାରିଖରେ ଶେଷ ହେବ ।

କନିକା ରେଞ୍ଜ ମଠଆଡିଆ, ଲକ୍ଷ୍ମୀପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଡିଆ ଓ ରାଜନଗର ରେଞ୍ଜର ବାଲିଡିଆରେ ଏହି ପକ୍ଷୀ ଗଣନା କରାଯିବ। ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ସଂଖ୍ୟକ ପକ୍ଷୀ ଗଣନା କରାଯିବା ନେଇ ବନ ବିଭାଗ ଆଶା ରଖିଥିବା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking