19.1 C
Bhubaneswar
Wednesday, December 10, 2025
Homeଓଡିଶାପୁଲିସଙ୍କୁ ମିଳିବ ବାଇକ: ମୁଖ୍ୟମନ୍ତ୍ରୀ

ପୁଲିସଙ୍କୁ ମିଳିବ ବାଇକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ପୁଲିସମାନଙ୍କୁ ବାଇକ ଦିଆଯିବ । କାର୍ଯ୍ୟକୁ ସରଳ ଓ ସହଜ କରିବାକୁ  ସରକାରଙ୍କ ପକ୍ଷରୁ ବାଇକ ଦିଆଯିବ । ଆଜି ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ପ୍ରତି ଥାନା ପିଛା ଗୋଟିଏ କି ଦୁଇଟି ବାଇକ ଥିବାରୁ କାର୍ଯ୍ୟ ଶୀଘ୍ର ହେଉନି । ପ୍ରତି ପୁଲିସଙ୍କୁ ବାଇକ ଦିଆଗଲେ ସେମାନେ ତୁରନ୍ତ ପହଞ୍ଚିବେ । ତାଙ୍କ ନାମରେ ବାଇକ ଦିଆଯିବ । ସେମାନେ ଯେଉଁ ଥାନାକୁ ଗଲେ ମଧ୍ୟ ଉକ୍ତ ବାଇକକୁ ସାଙ୍ଗରେ ନେଇଯିବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking