ଜଗତସିଂହପୁର: ନୂଆପଡା ଛକ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଖୁଣ୍ଟରେ ପିଟି ହେଲା ବାଇକ । ଘଟଣାସ୍ଥଳରେ ୨ ବାଇକ ଆରୋହୀ ମୃତ, ଜଣେ ଗୁରୁତର । ଗୁରୁତରଙ୍କୁ କଟକ ଇଙ୍ଗ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।