25.1 C
Bhubaneswar
Tuesday, December 9, 2025
Homeଓଡିଶାଜଳବନ୍ଦୀ ସମସ୍ୟାରୁ ମୁକୁଳିବ ଭୁବନେଶ୍ୱର

ଜଳବନ୍ଦୀ ସମସ୍ୟାରୁ ମୁକୁଳିବ ଭୁବନେଶ୍ୱର

ଭୁବନେଶ୍ୱର: ସମାଧାନ ହେବ ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟା । ୧୧ଟି ପ୍ରାକୃତିକ ଡ୍ରେନରୁ ହଟିବ ଜବରଦଖଲ । ନଗର ଉନ୍ନୟନ ବିଭାଗ ପ୍ରସ୍ତୁତ କରିଛି ଖସଡା । ଇସ୍କନରୁ ବେହେରା ସାହି ପାଖ ଡ୍ରେନ ନିର୍ମାଣ ପାଇଁ ଅର୍ଥ ବ୍ୟୟବରାଦ ହୋଇଛି । ୧୫ କୋଟି ୬୬ ଲକ୍ଷ ୧୪ ହଜାର ୬୬୫ ଟଙ୍କାର ବ୍ୟୟବରାଦ ହୋଇଛି । ବମିଖାଲ ଡ୍ରେନ ପାଇଁ ୮ କଟି ୪୧ ଲକ୍ଷ ବ୍ୟୟବରାଦ ହଇଛି । ସ୍ୱାଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ । ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଗୃହରେ ବିଧାୟକଙ୍କ ଉତ୍ତର ରଖୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking