କେନ୍ଦ୍ରାପଡ଼ା : ଆଜିଠାରୁ ପୁଣି ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ। ଅନ୍ୟପଟେ ଭିତରକନିକା ବୁଲିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଥିବାବେଳେ ଗତକାଲି ଇକୋ ରିଟ୍ରିଟ୍ରେ ରାତ୍ରି ଯାପନ କରିଥିଲେ। ଆଜି ସକାଳ ଭିତରକନିକାକୁ ପ୍ରବେଶ କରିଥିଲେ କେନ୍ଦ୍ରମନ୍ତ୍ରୀ। କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକଙ୍କ ପାଇଁ ୯ ଦିନ ଧରି ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ।