20.1 C
Bhubaneswar
Monday, November 18, 2024
Homeସ୍ୱାସ୍ଥ୍ୟପାଳଙ୍ଗର ଉପକାରିତା

ପାଳଙ୍ଗର ଉପକାରିତା

ପାଳଙ୍ଗ ଏପରି ଏକ ଶାଗ ଯାହାକୁ ଅଧିକ ଲୋକ ପସନ୍ଦ କରନ୍ତି ନାହିଁ । ଶୀତ ଦିନେ ଏହି ପାଳଙ୍ଗ ଶାଗ ମିଳିଥାଏ । ଆସନ୍ତୁ ଜାଣିବା ପାଳଙ୍ଗର ଏହିପରି କିଛି ଉପକାରିତା ଯାହାକୁ ଜାଣିବା ପରେ ଆପଣ ମାନେ ପାଳଙ୍ଗ ନିୟମିତ ସେବନ କରିବେ ।
୧-ପାଳଙ୍ଗରେ କ୍ୟାରୋଟିନ ଓ କ୍ଲୋରୋଫିନ ନାମକ ତତ୍ୱ ଥାଏ ଯାହା କ୍ୟାନସର ଭଳି ରୋଗକୁ ଦୁରରେ ରଖିଥାଏ ।
୨-ପାଳଙ୍ଗରେ ଥିବା ଜିଙ୍କ ଏବଂ ମ୍ୟାଗ୍ନେସିୟମ ଅବସାଦ ଜନିତ ରୋଗକୁ ଦୁର କରିଥାଏ । ଶରୀରକୁ ଚିନ୍ତା ମୁକ୍ତ ରଖେ ।
୩-ପାଳଙ୍ଗ ଆମ ହାର୍ଟ ପାଇଁ ବହୁତ ଉପଯୋଗୀ । ଏହାର ସେବନ ଦ୍ୱାରା ହାର୍ଟ ଆଟାକ ଭଳି ରୋଗରୁ ସଂମ୍ପୁର୍ଣ୍ଣ ମୁକ୍ତି ମିଳିଥାଏ ।
୪-ଯଦି ଆପଣ ରକ୍ତହୀନତା ଓ ଏମିନିଆ ଭଳି ରୋଗରେ ପୀଡ଼ିତ ଅଛନ୍ତି ତେବେ ପାଳଙ୍ଗର ଜୁସ ନିୟମିତ ସେବନ କଲେ ଏହା ବରଦାନ ଭଳି କାର୍ଯ୍ୟ କରେ ।
୫-ଗର୍ଭବତୀ ମହିଳାଙ୍କୁ ପାଳଙ୍ଗ ଖାଇବା ଦ୍ୱାରା ଆଇରନର ସମସ୍ୟା ଦେଖା ଯାଇନଥାଏ ।
୬-ଏଥିରେ ଭିଟାମିନ – ଏ ଥିବାରୁ ଏହା ଆମ ଆଖି ପାଇଁ ଖୁବ ଉପକାରୀ ।
୭-ଏଥିରେ ଫାଇବର ଥିବାରୁ ଏହା ପେଟ ସମ୍ବଦ୍ଧୀୟ ସମକ୍ତ ରୋଗକୁ ଦୁର କରେ ଓ ଚର୍ବି ମଧ୍ୟ କମାଇଥାଏ ।
୮- ଥାଇରଏଡ଼ ସମସ୍ୟା ଥିଲେ ୧୦୦ ଗ୍ରାମ ପାଳଙ୍ଗ ସହ ମହୁ ଓ ଚାମଚେ ଜିରା ମିଶାଇ ଖାଇଲେ ଲାଭ ମିଳିବ ।
୯- ପାଳଙ୍ଗ ରେ ଥିବା ମିନେରାଲ ଶରୀରର ପିଏଚ ଲେଭଲକୁ ନିୟନ୍ତ୍ରଣରେ ରଖେ ।
୧୦– ପାଳଙ୍ଗରେ ଥିବା କ୍ୟାଲସିୟମ ହାଡ଼କୁ ମଜଭୁଦ ରଖିଥାଏ ଓ ଚୁଟିକୁ ମଧ୍ୟ ସୁନ୍ଦର ରଖିବାରେ ସାହାଯ୍ୟ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking