22.1 C
Bhubaneswar
Thursday, December 5, 2024
Homeଦେଶ ବିଦେଶପିଏମ କିଷାନର ଦ୍ୱାଦଶ କିସ୍ତି ପୂର୍ବରୁ ସରକାର ବଦଳାଇଲେ ଏହି ନିୟମ

ପିଏମ କିଷାନର ଦ୍ୱାଦଶ କିସ୍ତି ପୂର୍ବରୁ ସରକାର ବଦଳାଇଲେ ଏହି ନିୟମ

ନୂଆଦିଲ୍ଲୀ: ପିଏମ କିଷାନ ସମ୍ମାନ ନିଧିର ଦ୍ୱାଦଶ କିସ୍ତିକୁ ଚାହିଁବସିଛନ୍ତି ଦେଶର ୧୦କୋଟିରୁ ଅଧିକ ଚାଷୀ । କିନ୍ତୁ ଦ୍ୱାଦଶ କିସ୍ତି ଆକାଉଣ୍ଟକୁ ଆସିବା ପୂର୍ବରୁ ସରକାର ଏକ ବଡ ପରିବର୍ତ୍ତନ କରିଛନ୍ତି । ଏହା ଅଧୀନରେ ହିତାଧିକାରୀମାନେ ସେମାନଙ୍କର ଆଧାର ନମ୍ବରରେ ଷ୍ଟାଟସ୍ ଦେଖିପାରିବେ ନାହିଁ । ହିତାଧିକାରୀଙ୍କ ପାଇଁ ସରକାର ଆଉ ଏକ ସୁବିଧା ମଧ୍ୟ ଦେଇଛନ୍ତି । ପୁଣି ଥରେ ପିଏମ କିଷାନ ନିଧିର ହିତାଧିକାରୀମାନେ ସେମାନଙ୍କ ମୋବାଇଲ୍ ନମ୍ବରରୁ ଷ୍ଟାଟସ୍ ଚେକ୍ କରିପାରିବେ । ଏହା ବ୍ୟତୀତ ଆପଣ ପଞ୍ଜୀକରଣ ନମ୍ବରରୁ ଷ୍ଟାଟସ୍ ମଧ୍ୟ ଚେକ୍ କରିପାରିବେ । ତେବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ କରାଯାଇଛି । ଲକ୍ଷ ଲକ୍ଷ ଅଯୋଗ୍ୟ ବ୍ୟକ୍ତି ପ୍ରଧାନମନ୍ତ୍ରୀ କିଷାନ ନିଧିର ସୁବିଧା ଉଠାଉଛନ୍ତି ବୋଲି ସରକାର ସୂଚନା ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking