ବଲାଙ୍ଗୀର : ସ୍ତ୍ରୀକୁ ମାଡ ମାରି କନଷ୍ଟେବଲ ସ୍ୱାମୀ ସସପେଣ୍ଡ ହୋଇଛି । ପୋଲିସ କନଷ୍ଟେବଲ ଜ୍ୟୋତି ପ୍ରଧାନଙ୍କୁ ସସପେଣ୍ଡ କରାଯାଇଛି । କେବଳ ସେତିକି ନୁହେଁ ତାଙ୍କ ସହ ସହେଯାଗୀ ମଧ୍ୟ ଗିରଫ ହୋଇଛନ୍ତି । ଗତ ୮ରେ ବିଚ ରାସ୍ତାରେ ମରଣାନ୍ତକ ଆକ୍ରମଣ ରକରିଥିଲା ସ୍ୱାମୀ । ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରେ ରାସ୍ତା ମଝିରେ ସ୍ତ୍ରୀକୁ ଆକ୍ରମଣ କରିଥିଲେ । ସ୍ୱାମୀ , ସ୍ତ୍ରୀ ଉଭୟ କନଷ୍ଟେବଲ । ତାଙ୍କ ସ୍ତ୍ରୀ ଏବେ ମେଡିକାଲ ଚିକିସ୍ଛାଧିନ ଅବସ୍ଥାରେ ଅଛନ୍ତି ।










