28.1 C
Bhubaneswar
Saturday, November 16, 2024
Homeଓଡିଶାବର୍ଷା- ଅନୁଭବଙ୍କୁ ହାଇକୋର୍ଟଙ୍କ ତାଗିଦ

ବର୍ଷା- ଅନୁଭବଙ୍କୁ ହାଇକୋର୍ଟଙ୍କ ତାଗିଦ

କଟକ : ହାଇକୋର୍ଟ ରେ ବର୍ଷା ଅନୁଭବ ଙ୍କ ପାରିବାରିକ ବିବାଦ ମାମଲା । ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ କଲେ ହାଇକୋର୍ଟ । କେହି କାହା ବିରୋଧରେ ମନ୍ତବ୍ୟ ନ ଦେବା କୁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ । ଆଉ କୈାଣସି ଭିଡିଓ ପୋଷ୍ଟ ନ କରିବାକୁ ଅନୁୁଭବ ଙ୍କୁ ନିର୍ଦ୍ଦେଶ । ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ତେବେ ଲଗାତାର ଭାବେ ଅନୁଭବ ବର୍ଷା ଙ୍କୁ ନେଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଥିଲେ । ଏହା ପରେ ବର୍ଷା ପୁରୀଘାଟ ଥାନା ରେ ଅନୁଭବ ଙ୍କ ବିରୋଧରେ ଏତଲା ଦେଇଥିଲେ । ବର୍ଷା ଙ୍କ ସମ୍ମାନ ହାନି ହେଉଥିବା ନେଇ ଅନୁଭବ ଙ୍କ ବିରୋଧରେ ଏତଲା ଦେଇଥିଲେ ବର୍ଷା । ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ନେଇ ହାଇକୋର୍ଟ ଯାଇଥିଲେ ବର୍ଷା । ତେବେ ଏ ନେଇ ଶୁଣାଣି କରିଥିଲେ ହାଇକୋର୍ଟ । ଏବଂ କୈାଣସି ଭିଡିଓ ପୋଷ୍ଟ ନ କରିବାକୁ ଉଭୟ ଙ୍କୁ ତାଗିଦ କରାଯାଇଛି । ବିହାହ ବିଚ୍ଛେଦ ମାମଲା ଏବେ କୋର୍ଟ ରେ ବିଚାରଧୀନ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking